ମହଙ୍ଗା ପଡ଼ିଲା ମିଥ୍ୟା ସତ୍ୟପାଠ: ବଦଳିଲେ ଧର୍ମଶାଳା ବିଡିଓ

ଯାଜପୁର/ଧର୍ମଶାଳା : ରାସନ କେଳେଙ୍କାରୀ ନେଇ ମାନ୍ୟବର ହାଇକୋର୍ଟରେ ହୋଇଥିବା ଜନସ୍ବାର୍ଥ ମାମଲାରେ ପ୍ରଦତ୍ତ ସତ୍ୟପାଠରେ ମିଥ୍ୟା ତଥ୍ୟ ଦେଇ ଚର୍ଚ୍ଚାକୁ ଆସିଥିବା ଧର୍ମଶାଳା ବିଡିଓ ସ୍ମିତା ରଥଙ୍କୁ ଅଚାନକ ବୌଦ୍ଧ ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇଛି। ତାଙ୍କୁ ପଞ୍ଚାୟତିରାଜ ବିଭାଗରୁ ରାଜସ୍ବ ବିଭାଗକୁ ଫେରାଇ ନିଆଯାଇଛି। ୬ ମାସ ପୂରଣ ହେବା ପୂର୍ବରୁ ଧର୍ମଶାଳା ବିଡିଓଙ୍କର ବଦଳି ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ପ୍ରକାଶଥାଉକି, ଗତ … Continue reading ମହଙ୍ଗା ପଡ଼ିଲା ମିଥ୍ୟା ସତ୍ୟପାଠ: ବଦଳିଲେ ଧର୍ମଶାଳା ବିଡିଓ